ଚଳନ୍ତା କାର୍ ଦୁର୍ଘଟଣା, ଦୁଇଟି କାର୍ ସମ୍ପୁର୍ଣ୍ଣ ଜଳି ଯାଇଛି।

Spread the love

ଚଳନ୍ତା କାର୍ ଦୁର୍ଘଟଣା, ଦୁଇଟି କାର୍ ସମ୍ପୁର୍ଣ୍ଣ ଜଳି ଯାଇଛି।

ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅର୍ନ୍ତଗତ ଜାତୀୟ ରାଜପଥ ବଡପଦର ଗୋଟିଏ କାର୍ ପଛକୁ ଆଉ ଗୋଟିଏ ଧକ୍କା ଛଫଳରେ ଦୁଇଟି ଯାକ କାର୍ ସମ୍ପୁର୍ଣ୍ଣ ଜଳି ଯାଇଛି। ଖବର ପାଇ ବିଳମ୍ବରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି। ଅନ୍ୟ ପକ୍ଷରେ ଚମାଖଣ୍ଡି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।