ଖାନନଗର କାଠଯୋଡ଼ି ନଦୀରେ ବ୍ରିଜ୍‌ କାମ ଚାଲିଥିବା ବେଳେ ସ୍ଲାବ୍‌ ପଡ଼ିଯିବାରୁ ଚାପି ହୋଇଗଲେ ୫ଜଣ ଶ୍ରମିକ/୨ଜଣଙ୍କ ମୃତ୍ୟୁ।

କଟକରେ ଅଘଟଣ। ଖାନନଗର କାଠଯୋଡ଼ି ନଦୀରେ ବ୍ରିଜ୍‌ କାମ ଚାଲିଥିବା ବେଳେ ସ୍ଲାବ୍‌ ପଡ଼ିଯିବାରୁ ଚାପି ହୋଇଗଲେ ୫ଜଣ ଶ୍ରମିକ। କଟକ ବଡ଼ଡାକ୍ତରଖାନାରେ ୨ଜଣଙ୍କ ମୃତ୍ୟୁ। ଅନ୍ୟ ୩ ଗୁରୁତରଙ୍କ ଚିକିତ୍ସା ଜାରି।

Leave a Reply

Your email address will not be published. Required fields are marked *