ଅଜଣା ବ୍ୟକ୍ତି ଙ୍କ ଶବ ଉଦ୍ଧାର,,,
ଆଜି ସକାଳେ ହିଲପାଟନା ସ୍ଥିତ ଏକ ଡ୍ରେନ ଉପର ଚଟାଣରେ ଏକ ଅଜଣା ବ୍ୟକ୍ତି ର ମୁତ୍ଯୁ ଦେହ ପଡିଥିବା ଦେଖି ସ୍ଥାନୀୟ କର୍ପୋରେଟର ଙ୍କ ସହ ସାହି ବାସିନ୍ଦା ଗୋଶାଣୀନୂଆଗାଁ ଥାନା କୁ ଜଣାଇଥିଲେ । ଖବର ପାଇ ପୋଲିସ ଆସି ସେହି ବ୍ୟକ୍ତି ର ମୃତ୍ୟୁ ଦେହକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ମୃତ ବ୍ୟକ୍ତିଙ୍କ ଅନୁସନ୍ଧାନ ଚଳାଇଛନ୍ତି।
