ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଅତି କଠୋର ପଦକ୍ଷେପ ଗ୍ରହଣ କରିଛି । ଦୁଇ ଦେଶ ମଧ୍ୟରେ ନେହେରୁ ସରକାରଙ୍କ ସମୟରେ ସ୍ବାକ୍ଷରିତ ସିନ୍ଧୁଜଳ ଚୁକ୍ତିକୁ ରଦ୍ଦ କରାଯାଇଛି । ଏହା ସହିତ ଓ୍ବାଘା-ଅଟାରୀ ସୀମାକୁ ବନ୍ଦ କରିଦିଆଯାଇଛି ।

🇹🇭🇪 🇮🇳🇫🇴🇷🇲🇦🇹🇮🇴🇳 🇲🇪🇩🇮🇦
V̲A̲S̲U̲N̲D̲H̲A̲R̲A̲ I̲N̲F̲O̲R̲M̲A̲T̲I̲O̲N̲ A̲N̲D̲ M̲E̲D̲I̲A̲ G̲R̲O̲U̲P̲