ଲରମ୍ଭା କଲେଜରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି।

ଲରମ୍ଭା କଲେଜରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗତ ଜିଲ୍ଲା ଲରମ୍ଭା କଲେଜ ଠାରେ ଯୋଗଦିବସ ପାଳିତ ହୋଇଯାଇଅଛି । କଲେଜ ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ଭୋଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ଏଥିରେ ୩୧୫ଜଣ ଛାତ୍ରଛାତ୍ରୀ ସମେତ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଏଥିରେ କଲେଜ ସ୍ଥିତ ଏନ.ସି.ସିର ଆର୍ମି ଓ ନାଭାଲ ଗ୍ରୁପ,ଏନ.ଏସ.ଏସ, ରେଡକ୍ରସର ସକ୍ରିୟ ଭୂମିକା ରହିଥିଲା । ଏହିଅବସରରେ କଲେଜ ପରିସରରେ ଏକ ସଫେଇ ଅଭିଯାନ କରଯାଇଥିଲା।

Leave a Reply

Your email address will not be published. Required fields are marked *