ଦୁଇ ଗଞେଇ ବେପାରୀ କୋର୍ଟ ଚାଲାଣ

ଦୁଇ ଗଞେଇ ବେପାରୀ କୋର୍ଟ ଚାଲାଣ,୧୪ କିଲୋ ଗଞେଇ ଓ ମୋଟରସାଇକେଲ ଜବତ।ଛତ୍ରପୁର ଅବକାରୀ ନିରୀକ୍ଷକ ବାଳକ ବିଷୋୟୀ, ଏସ୍ ଆଇ ତେଜସ୍ବୀନି ପ୍ରଧାନ ଓ ଅଙ୍କିତା ମହାଙ୍କୁଡ ସଦଳବଳେ ଅନ୍ୟ କର୍ମଚାରୀମାନଙ୍କ ସହ କଟଗଡ ଓ କଞ୍ଚଣା ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟା ଚାଲିଥିବାବେଳେ ଦୁଇ ଜଣ ଯୁବକ କୁ ସନ୍ଦେହ ପ୍ରକଟ କରି ଅଟକ ରଖି ଜେରା କରିଥିଲେ। ଯାହା ଫଳରେ ଉଭୟଙ୍କ ନିକଟରୁ ଗୋଟିଏ ଜୁପିଟର୍ ମୋଟରସାଇକେଲ ସହ ୧୪ କିଲୋ ଗଞେଇ ଜବତ କରିଛନ୍ତି ଓ ଉଭୟ ଙ୍କୁ ଏନ୍ ଡି ପି ଏସ୍ ଆଇନ୍ ଅନୁଯାୟୀ ଅଦାଲତ ଚାଲାଣ କରିଛନ୍ତି।

Leave a Reply

Your email address will not be published. Required fields are marked *