ଶ୍ରେୟଶ ଦାଶ ୯୫,୧୬% ମାଟ୍ରିକ ପରୀକ୍ଷା ରେ ମାର୍କ ରଖି ପଂଚାୟତ ଉଚ୍ଚ ବିଦ୍ୟାଳୟ ସାଲନା ଭେଡେନ ବ୍ଲକ ତଥା ଅଂଚଳ କୁ ଗୌରବାନ୍ବିତ କରିଛନ୍ତି।

ଶ୍ରେୟଶ ଦାଶ ୯୫,୧୬% ମାଟ୍ରିକ ପରୀକ୍ଷା ରେ ମାର୍କ ରଖି ପଂଚାୟତ ଉଚ୍ଚ ବିଦ୍ୟାଳୟ ସାଲନା ଭେଡେନ ବ୍ଲକ ତଥା ଅଂଚଳ କୁ ଗୌରବାନ୍ବିତ କରିଛନ୍ତି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ପଂଚାୟତ ଉଚ୍ଚ ବିଦ୍ୟାଳୟ ସାଲନା ୨୦୨୫ ବର୍ଷ ମେଟ୍ରିକ ପରୀକ୍ଷା ରେ ଶ୍ରେୟଶ ଦାଶ ପିତା ସଂଜୀବ କୁମାର ଦାଶ, ମାତା ଆରତୀ ଦାଶ ସୁପୁତ୍ର ୯୫.୧୬% ମାର୍କ ରଖିଛନ୍ତି।ଭେଡେନ ବ୍ଲକ କୁ ଗୌରବାନ୍ବିତ କରିଛନ୍ତି। ସକାଳ ଖବରକାଗଜ ଓ ନନ୍ଦିଘୋଷ ଟିଭି ଚ୍ୟାନେଲ ପକ୍ଷରୁ ସଂବଲପୁର ଠାରେ ସମ୍ମାନିତ କରାଯାଇଥିଲା। ଶ୍ରେୟଶ ଦାଶ ତାଙ୍କର ପିତା, ମାତା, ପଂଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୌର କୁମାର ବାଗ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କୁଂ ଶ୍ରେୟ ଦେଇଛନ୍ତି। ଭବିଷ୍ୟତ ରେ ସଫଳ ଇଂଜିନିୟର ହୋଇ ଦେଶ ପାଇଁ କାର୍ଯ୍ୟ କରିବା ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *