ଲାୟନ୍ସ କ୍ଲବ ଜିଲ୍ଲା ଗଭର୍ଣ୍ଣରଙ୍କ ସେମିଳିଗୁଡା ଗସ୍ତ

ଲାୟନ୍ସ କ୍ଲବ ଜିଲ୍ଲା ଗଭର୍ଣ୍ଣରଙ୍କ ସେମିଳିଗୁଡା ଗସ୍ତ ସେମିଳିଗୁଡା.ତାରିଖ ୧୩-୫-୨୦୨୫–ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ଲାୟନ୍ସ ସରସ୍ବତୀ ପାତ୍ର ସେମିଳିଗୁଡା ଲାୟନ୍ସ କ୍ଲବ ପରିଦର୍ଶନ କରିଥିଲେ। କ୍ଲବର ବିଭିନ୍ନ କାର୍ଯ୍ୟକ୍ରମ, ସଭ୍ଯ ସଂଖ୍ୟା ବୃଦ୍ଧି ପ୍ରଭୃତି ଉପରେ ଆଲୋଚନା କରିଥିଲେ।ସଭାପତି ରାଜେନ୍ଦ୍ର କୁମାର ପାତ୍ର, ସଂପାଦକ ସନତ କୁମାର ସାହୁ,କୋଷାଧ୍ୟକ୍ଷ ଅନନ୍ତ ସେନାପତି,କ୍ୟାବିନେଟ ମେମ୍ବର ଲକ୍ଷ୍ମଣ ରାଉତ, ପ୍ୟାଟ୍ରିକ ଡୁଂଗଡୁଂଗ, ମନୋରଞ୍ଜନ ବେହେରା,ଆନନ୍ଦ ପାଟୱାନିଆ, ସଦସ୍ଯ ନୀଳ ମାଧବ ପାତ୍ର, ଡକ୍ଟର ଚିତ୍ତରଞ୍ଜନ ମିଶ୍ର,ଟୁନା ପାତ୍ର,ଜ୍ବୋତି ରଂଜନ ମହାନ୍ତି ,ସୁକାନ୍ତ ସାମଲ ଯୋଗଦେଇଥିଲେ।,ସନ୍ତୋଷ ମହାରଣା ନୂତନ ସଦସ୍ଯ ଭାବରେ ଯୋଗ ଦେଇ ଥିଲେ।କୋରାପୁଟ ଲାୟନ୍ସ କ୍ଲବ ସଦସ୍ଯ ଆଶା ମିଶ୍ର, ଟି.କିରନ ଯୋଗଦେଇ ଥିଲେ।ଏହି ଅବସରରେ ସୁନାବେଡା ପୌରପରିଷଦର ସଫେଇ କର୍ମଚାରୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *