ହଳଦିଆ ପଦର ଅଭରବ୍ରିଜ୍ ନିକଟରେ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା।

ହଳଦିଆ ପଦର ଅଭରବ୍ରିଜ୍ ନିକଟରେ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା।

ବସ୍ ର କାଚ ଭାଙ୍ଗି ଯାଇଛି ଓ କିଛି କ୍ଷତି ଘଟିଥିବା ବେଳେ ଟ୍ରକ୍ ଟି ରାସ୍ତା କଡକୁ ଖସି ପଡିଛି। କିନ୍ତୁ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *