ଦିନ ଦ୍ବିପହରରେ ଅପରାଧୀଙ୍କ ଆତଙ୍କରାଜ

*ବ୍ରହ୍ମପୁରରେ ପୁଣି ଆତଙ୍କ।

ଦିନ ଦ୍ବିପହରରେ ଅପରାଧୀଙ୍କ ଆତଙ୍କରାଜ। ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଅପରାଧୀ। ନିମଖଣ୍ଡି ଥାନା ଟାୱାର ଲାଇନ ଯ୍ୟୋତିନଗର ଛକରେ ଜଣେ ଯୁବଙ୍କୁ ଆକ୍ରମଣ। ଅଭିଯୁକ୍ତ ମାନେ କିପରି ବ୍ୟାଗରୁ ଖଣ୍ଡା ବାହାର କରି ଆକ୍ରମଣ କରୁଛନ୍ତି ସିସିଟିଭି ଫୁଟେଜରେ କଏଦ ହୋଇଛି। ପୁଲିସ ସ୍ପେଶାଲ ଡ୍ରାଇଭରେ ବ୍ୟସ୍ତ ଥିବା ବେଳେ ଅପରାଧୀଙ୍କ ଆତଙ୍କରାଜ.ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *