କୋରାପୁଟରେ ସିଭିଲ ଡିଫେନ୍ସ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ନାଗରିକଙ୍କୁ ଆତ୍ମସୁରକ୍ଷା ଏବଂ ଆପାତକାଳୀନ ସ୍ଥିତି ମୁକାବିଲା ନିମନ୍ତେ ତାଲିମ ପ୍ରଦାନ କରିବା ଏହି ମକଡ୍ରିଲ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Vasundhara Information and Media Group