ଦେଶର ମୁଣ୍ଡକୁ ଉପରକୁ ନେଇଛି ସେନା

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପ୍ରେସ୍‌ମିଟ୍‌। ସେନାକୁ ପ୍ରଶଂସା କଲେ କହିଲେ, ଦେଶର ମୁଣ୍ଡକୁ ଉପରକୁ ନେଇଛି ସେନା। ଗତକାଲି ରାତିରେ କ’ଣ ହେଲା ସମସ୍ତେ ଜାଣନ୍ତି, ଇତିହାସ ରଚିଛି ସେନା। ଆତଙ୍କବାଦୀ କହିଥିଲେ ମୋଦୀଙ୍କୁ କହିବ, ଏବେ ଜବାବ୍‌ ପାଇଗଲେ। ଆଗାମୀ ସମୟ ପାଇଁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଲେ।

Leave a Reply

Your email address will not be published. Required fields are marked *