ପ୍ରଗତି ମହିଳା ସଙ୍ଗଠନର ପଞ୍ଚମ ବାର୍ଷିକ ଉତ୍ସବ ଓ ଆନ୍ତର୍ଜାତିକ ମାତୃ ଦିବସ ୧୧ ତାରିଖରେ ଅନୁଷ୍ଠିତ ହେବ ।
ଆର,ଉଦୟଗିରି:୬/୫(ମନୋଜ ପାଢୀ)ପ୍ରଗତି ମହିଳା ସଙ୍ଗଠନର ପଞ୍ଚମ ବାର୍ଷିକ ଉତ୍ସଵ ସମେତ ଆନ୍ତର୍ଜାତିକ ମାତୃଦିବସ ସ୍ଥାନୀୟ ୟୁ ଉ.ଟେକ୍.କମ୍ପ୍ୟୁଟର ସେଣ୍ଟର୍ ଠାରେ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ ଏହି ଅବସରରେ ଓଡ଼ିଆ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଉଭୟ ପୁଅ ଓ ଝିଅ ଅଂଶଗ୍ରହଣ କରିପାରିବେ। ନାମ ପଞ୍ଜୀକରଣ ତତ୍କାଳ ହେବ।ଶ୍ରେଣୀ ୫, ୬, ୭ ମ ସର୍ବ କନିଷ୍ଠ /ଶ୍ରେଣୀ ୮,୯, ୧୦ମ କନିଷ୍/ ଶ୍ରେଣୀ ୧୧ଦଶ ରୁ ଉର୍ଦ୍ଧ୍ବ ବରିଷ୍ଠ ବର୍ଗ। ପ୍ରସଙ୍ଗ “ମା” ପ୍ରସଙ୍ଗ କୁ ନେଇ ଅନୁଷ୍ଠିତ ହେବ ଏଥିରେ ଭାଗ ନେବା ପାଇଁ ଇଚ୍ଛୁକ ତନୁଜା ଶତପଥୀ ସମ୍ପାଦିକା ପ୍ରଗତି ମହିଳା ସଙ୍ଗଠନର ମୋବାଇଲ: ୯୩୩୭୯ ୩୨୪୩୯,୯୪୩୭୭ ୨୪୨୫୪ ଯୋଗା ଯୋଗ କରିବାକୁ ଅନୁରୋଧ ।
