ନବଜାତ ଶିଶୁର ମୃତ ଦେହ ଉଦ୍ଧାର।

*ନବଜାତ ଶିଶୁର ମୃତ ଦେହ ଉଦ୍ଧାର।

ନିମଖଣ୍ଡି ଥାନା ଅର୍ନ୍ତଗତ ଲୋଚାପଡ଼ା ଧୋବା ନାଳରେ ନବଜାତ ଶିଶୁର ମୃତଦେହ ପଡ଼ିଛି ଓ ମୃତ ଶିଶୁ କୁ କୁକୁର ଝୁଣିବା ସହ ଗୋଡ଼ର କିଛି ଅଂଶ ଖଣ୍ଡିଆ କରି ଦେଇଛି। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *