କୋଣ୍ଡା ବାବୁଙ୍କ ଅଫିସ ରେ ରାୟଗଡା ବିଧାୟକ ବିଜେପି ପ୍ରାର୍ଥୀ ବସନ୍ତ ଙ୍କ ଜନ୍ମଦିନ ପାଳିତ
ରାୟଗଡା : ରାୟଗଡା ଟ୍ରକ ମାଲିକ ସଂଘ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ ଙ୍କରାୟଗଡା ସହର ରିଙ୍ଗ ରୋଡ କାର୍ଯ୍ୟାଳୟ ରେ ରାୟଗଡା ବିଜେପି ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା ନଲ ଜନ୍ମଦିନ ଅତି ଆନନ୍ଦ ଉଲ୍ଲାସ ର ସହିତ ପାଳିତ ହୋଇଯାଇଛି l ବସନ୍ତ ଙ୍କ ଜନ୍ମଦିନ ରେ କୋଣ୍ଡା ବାବୁବସନ୍ତ ଙ୍କୁ ପୁଷ୍ପ ଗୁଚ୍ଛ ସହିତ ଉତ୍ତରୀୟ ଦେଇ କେକ କାଟି ଜନ୍ମଦିନ ପାଳନ କରିଥିଲେ l ଏହି ଉପଲକ୍ଷେ ବସନ୍ତ କହିଥିଲେ ଯେ ମୋର ବଡ଼ ଭାଈ କୋଣ୍ଡା ବାବୁ ମୋର ଜନ୍ମଦିନ କୁ ତାଙ୍କରି ଅଫିସ ରେ ପାଳନ କରିଥିବା ରୁ ବେଶ ଆନନ୍ଦିତ କିଭଳି ମୁଁ କଣ କହିବି ମୁଁ ଭାବି ପାରୁନାହିଁ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ରେ ହସମୁଖ ହାସୁ ଭାଈ ନିମୁ ଭାଈ, କେ ଶ୍ରୀନିବାସ ହରି ହର ହିମରିକା, ଲଷ୍ମୀ ମୋହନ ପଟ୍ଟନାୟକ ଙ୍କ ସମତେ ଶତାଧିକ କୋଣ୍ଡା ବାବୁ ଙ୍କ ସମର୍ଥକ ଉପସ୍ଥିତ ରହିଥିଲେ l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
