ଭୋର୍ ସକାଳେ ଯୁବକ କୁ ଆକ୍ରମଣ।

ଭୋର୍ ସକାଳେ ଯୁବକ କୁ ଆକ୍ରମଣ।

ବଡ ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ଼ ଶାଗୁଣା ସାହି ଛକ ନିକଟରେ ଜଣେ ଯୁବକକୁ ଖଣ୍ଡାରେ ଆକ୍ରମଣ ହୋଇଥିବା ଜଣା ପଡିଛି ଓ ଗୁରୁତର ଅବସ୍ଥାରେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଭୋର୍ ସକାଳ ସମୟରେ ମିଲନ କୁମାର ବେହେରା ନାମକ ଜଣେ ଯୁବକ ସାହି ଛକରେ ଛିଡ଼ା ହୋଇଥିବା ବେଳେ ଦୁଇଜଣ ଯୁବକ ଆତର୍କିତ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ଘଟଣାସ୍ଥଳରେ ପହଞ୍ଚି ବଡ଼ବଜାର ଥାନା ପୋଲିସ୍ ତନାଘନା ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *