ଗଞ୍ଜାମ ଜିଲ୍ଲା ପାଲିବନ୍ଧ ପଞ୍ଚାୟତର ଗୋଟିଏ ପରିବାରର ୩ଜଣ ବିଷ ଖାଇ ଜୀବନ ହାରିଲେ। ଗୁରୁତର ଅବସ୍ଥାରେ ମାଆ, ଝିଅ ଓ ପୁଅକୁ ଗ୍ରାମବାସୀ ଏମକେସିଜିକୁ ସ୍ଥାନାନ୍ତର କରିଥିଲେ। ହସ୍ପିଟାଲରେ ଡାକ୍ତର ଜଣଙ୍କ ପରେ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଏଭଳି କରିବା ପଛରେ କାରଣ ଅସ୍ପଷ୍ଟ ରହିଛି।
Related Posts

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଇ-ଅଫିସ୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଇ-ଅଫିସ୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ .ଆର,ଉଦୟଗିରି(ମନୋଜ ପାଢୀ)-: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ-୪ ଠାରେ ଇ-ଅଫିସ୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
ଜିଲ୍ଲାସ୍ତରୀୟ ବିକାଶ ମେଳା ଷଷ୍ଠ ସନ୍ଧ୍ୟାର କାର୍ଯ୍ୟକ୍ରମ ।
ଜିଲ୍ଲାସ୍ତରୀୟ ବିକାଶ ମେଳା ଷଷ୍ଠ ସନ୍ଧ୍ୟାର କାର୍ଯ୍ୟକ୍ରମ । ଗଜପତି(ମନୋଜ ପାଢୀ) ୧୯/୬/ଆଜି ଜିଲ୍ଲାସ୍ତରୀୟ ବିକାଶ ମେଳା, ପରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳାର ଷଷ୍ଠ…

ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ।
ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ। ରାୟଗଡ଼ା : ଯକ୍ଷ୍ମା ବା ଟିବି ଏକ ସଂକ୍ରାମକ ରୋଗ ଅଟେ। ଏହି ରୋଗର ନିରାକରଣ ନିମନ୍ତେ ଲୋକମାନଙ୍କୁ…