ଗଣ୍ଡାହାତୀ ଗ୍ରାମରେ ଘଟ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ । ଆର,ଉଦୟଗିରି(ମନୋଜ ପାଢୀ) ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ଗ୍ରାମରେ ମା ମାହେଶ୍ୱରୀ ଙ୍କ ଘଟ ଯାତ୍ରା ମେ ମାସ ୨୮ ତାରିଖ ଠାରୁ ଆରମ୍ଭ ହୋଇ ଜୁନ ମାସ ୩ ତାରିଖ ପର୍ଯ୍ୟନ୍ତ ସାତ ଦିନ ଧରି ଅନୁଷ୍ଠିତ ହେବ । ଗ୍ରାମର ପରମ୍ପରା ଅନୁସାରେ ବିଶୋଇ ବଂଶର ଦାୟାଦ ଈଶ୍ୱର ଚନ୍ଦ୍ର ବିଶୋଇ ଶୁଭ ଖୁଣ୍ଟି ସ୍ଥାପନ କରିଥିଲେ । ଯାତ୍ରା କମିଟି ସଭାପତି ଅଶୋକ ଦଳାଇ , ଉପ ସଭାପତି ସୁକୁଟା ମଣ୍ଡଳ , କୋଷାଧ୍ୟକ୍ଷ ବିଷ୍ଣୁ ପ୍ରସାଦ ସଙ୍କିଲି , ବିନୋଦ ବିଶୋଇ , ଚନ୍ଦ୍ରଶେଖର ଦଳାଇ , ଦମ୍ବୁରୁ ପାଇକ , ପ୍ରମୋଦ ବିଡ଼ିକି, ସାଗର ଦଳାଇ , ଗଣେଷ ବିଶୋଇ , ଜିତେନ୍ଦ୍ର ପରିଛା, ଶିବ ବେହେର ଦଳାଇ , ବାବୁ ଘଡାଇ , ପିଣ୍ଟୁ ଗୌଡ଼ , ବୟୋଜ୍ୟେଷ୍ଠ ବ୍ୟକ୍ତି କାଳିଆ ପରିଛା , ଜୟନ୍ତ ସିଂ ପରିଛା , ମାଧବ ଦଳାଇ ଙ୍କ ସହ ଗ୍ରାମର ମହିଳା ମାନେ ଉପସ୍ଥିତ ଥିଲେ । ପୁରୋହିତ ଗୌରାଙ୍ଗ ପଣ୍ଡା ରୀତି ନୀତି ଅନୁସାରେ ପୂଜାପାଠ କରିଥିଲେ ।
Related Posts
ଭୟାବହ ବିସ୍ପୋରଣ ରେ କାର୍ଯ୍ୟରତ ଶ୍ରମିକର ମୃତ୍ୟୁ, ଅନ୍ୟ ଜଣେ ଗୁରୁତର ଆହତ।
ଭୟାବହ ବିସ୍ପୋରଣ ରେ କାର୍ଯ୍ୟରତ ଶ୍ରମିକର ମୃତ୍ୟୁ, ଅନ୍ୟ ଜଣେ ଗୁରୁତର ଆହତ। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅର୍ନ୍ତଗତ ଜାଲଖାଇ ଠାରେ ଅବସ୍ଥିତ ବୋଡ ନଦୀ…

Best Travel Android Apps
Here are a few tips to help you find painless ways to stay fit:

ଛେଳି ଚରେଇ ବାକୁ ଯାଇଥିବା ବ୍ୟକ୍ତିଙ୍କ ମୁଣ୍ଡ ବିହୀନ ଶରୀର ମିଳିଲା… ବଡ଼ିମୁଣ୍ଡା ରେ ଲୁମ ଟାଙ୍କୁରା ଘଟଣା ମୁଣ୍ଡ ନେଲା କିଏ?
ଛେଳି ଚରେଇ ବାକୁ ଯାଇଥିବା ବ୍ୟକ୍ତିଙ୍କ ମୁଣ୍ଡ ବିହୀନ ଶରୀର ମିଳିଲା… ବଡ଼ିମୁଣ୍ଡା ରେ ଲୁମ ଟାଙ୍କୁରା ଘଟଣା ମୁଣ୍ଡ ନେଲା କିଏ?…………………………….. କନ୍ଧମାଳ :- (ରିପୋର୍ଟ…